/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676135715.jpeg)
ଏକାମ୍ର କ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676135715.jpeg)
1/6
ଏକାମ୍ର କ୍ଷେତ୍ରକୁ ଆସି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଲାଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676135827.jpeg)
2/6
ଗରୁଡ ସ୍ତମ୍ଭ ପାଖରେ ସେବାୟତଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676136081.jpeg)
3/6
ଲିଙ୍ଗରାଜ ମନ୍ଦିର ପରିସରରେ ଫଟୋଚିତ୍ର ପ୍ରଦାନ କରିବା ଅବସରରେ, ସାଥୀରେ ଅଛନ୍ତି ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676136228.jpeg)
4/6
ମନ୍ଦିର ବେଢାରେ ବସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676136718.jpeg)
5/6
ଗରୁଡ଼ ସ୍ତମ୍ଭ ସମ୍ମୁଖରେ ଲିଙ୍ଗରାଜ ମନ୍ଦିର ସେବାୟତ, କର୍ତ୍ତୃପକ୍ଷଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676136955.jpeg)
6/6
କୁନି ଝିଅଠାରୁ ଗୋଲାପ ଫୁଲ ଗ୍ରହଣ କରିବା ସହ ସ୍ନେହରେ ଚକୋଲେଟ ଦେଇଥିଲେ ରାଷ୍ଟ୍ରପତି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)