/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664277478.jpg)
ଇଏ ବାରିପଦାର ଦୃଶ୍ୟ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664277478.jpg)
1/6
ଇଏ ବାରିପଦାର ଦୃଶ୍ୟ। ପୂଜା ପାଇଁ ତୋରଣ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664277607.jpg)
2/6
ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ନବରାତ୍ର ପୂଜା ଚାଲିଛି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664277739.jpg)
3/6
ଭକ୍ତମାନେ ମା’ ବୁଢ଼ୀ ଠାକୁରାଣୀଙ୍କ ପାଖରେ ମାନସିକ ଦୀପ ପ୍ରଜ୍ଜ୍ୱଳନ କରୁଛନ୍ତି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664278076.jpg)
4/6
ପୂଜା ପାଇଁ ଚୌଦ୍ୱାର ଅଞ୍ଚଳରେ ମେଢ଼ ତିଆରି ଚାଲିଛି...ଏଥର କୋଭିଡ କଟକଣା ନଥିବାରୁ ଭଲ ରୋଜଗାର ଆଶାରେ କାରିଗର।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664281791.jpg)
5/6
କାରିଗରମାନେ ମେଢ଼ ପାଇଁ ସାଜ ସରଞ୍ଜାମ ତିଆରି କରି ରଖୁଛନ୍ତି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664282037.jpg)
6/6
ପାର୍ବଣ ପାଇଁ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)