ଆଉ ଦିନ କେଇଟା ପରେ ଧୁମ୍ଧାମ୍ରେ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା...ବିଶେଷ କରି ଢେଙ୍କାନାଳ ସହରରେ ଏହି ପୂଜା ଖୁବ୍ ଆଡ଼ମ୍ବର ସହ ପାଳନ ହୋଇଥାଏ। ଏ ବର୍ଷ ବି ଯୋର୍ସୋର୍ରେ ଚାଲିଛି ପ୍ରସ୍ତୁତି।
Published By: Prasan Subudhi
Last updated: 07 October 2022, 07:44 PM IST
ମା‘ ଲକ୍ଷ୍ମୀଙ୍କ ପୂଜା ପାଇଁ ଯୋର୍ସୋର୍ରେ ଆଗେଇ ଚାଲିଛି ତୋରଣ ନିର୍ମାଣ କାମ
କାରିଗରମାନେ ଦିନ ରାତି ଏକ କରି କାମରେ ଲାଗିଛନ୍ତି
ଏଥର କୋଭିଡର ଭୟ ନଥିବାରୁ ସମସ୍ତଙ୍କ ମନରେ ଉତ୍ସାହ, ଆମ ମେଢ଼ ଯେମିତି ସବୁଠୁ ସୁନ୍ଦର ହେବ
ପାଖେଇ ଆସୁଛି ପୂଜା, ଶିଳ୍ପୀଙ୍କୁ ନାହିଁ ଫୁରୁସତ୍। ସୁଦୃଶ୍ୟ ମଣ୍ଡପରେ ପୂଜା ପାଇବେ ମା’
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୂଜା ପାଇଁ ଲାଗିଛି ସ୍ୱତନ୍ତ୍ର ସିସିଟିଭି