ଚାପ ଖେଳିବାକୁ ବିରାଟ ପଟୁଆରରେ ପାଲିଙ୍କିରେ ବିରାଜମାନ କରି ଘଣ୍ଟ କାହାଳିର ଶବ୍ଦରେ ଝୁମି ଝୁମି ଶ୍ରୀମନ୍ଦିରରୁ ବାହାରିଛନ୍ତି ମଦନମୋହନ।
Published By: Satyendu Shekher Mishra
Last updated: 26 April 2023, 06:52 PM IST
ଚାପ ଖେଳିବାକୁ ବିରାଟ ପଟୁଆରରେ ପାଲିଙ୍କିରେ ବିରାଜମାନ କରି ଶ୍ରୀମନ୍ଦିରରୁ ବାହାରିଲେ ମଦନମୋହନ।
ଚାପ ଖେଳିବାକୁ ବିରାଟ ପଟୁଆରର ଘଣ୍ଟ କାହାଳିର ତାଳେ ତାଳେ ପାଲିଙ୍କିରେ ବସି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାଉଛନ୍ତି ମଦନମୋହନ ।
ଚାପ ଖେଳିବାକୁ ନରେନ୍ଦ୍ର ପୁଷ୍କରିଣୀ ପାଖରେ ପହଞ୍ଚିସାରିଛନ୍ତି ମଦନମୋହନ ।
ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳୁଛନ୍ତି ମଦନମୋହନ । ଘଣ୍ଟ କାହାଳିରେ ପ୍ରକମ୍ପିତ ହେଉଛି ପରିବେଶ ।
ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳୁଛନ୍ତି ମଦନମୋହନ । ଘଣ୍ଟ କାହାଳିରେ ପ୍ରକମ୍ପିତ ହେଉଛି ପରିବେଶ । ଚାପ ଖେଳ ଦେଖି ମନ୍ତ୍ର ମୁଗ୍ଧ ଭକ୍ତ ଗଣ ।