Durga Puja in Kolkata
1/5
କୋଲକାତାରେ ଭ୍ୟାନ୍ ଗ' ପେଣ୍ଟିଂ ସମ୍ମୁଖରେ ଶୋଭା ପାଉଛନ୍ତି ମାଆ ଦୁର୍ଗା
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664645592.jpg)
2/5
ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ସନ୍ତୋଷ ମିତ୍ର ଛକରେ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664646429.jpeg)
3/5
କୋଲକାତାର ଅଲ୍ଲମୁଦିନ୍ ଷ୍ଟ୍ରିଟ୍, ଯେଉଁଠି ମୁସଲିମ୍ ସମ୍ପ୍ରଦାୟର ଭାଇଭଉଣୀମାନେ ଦୁର୍ଗା ପୂଜା ପାଳନ୍ତି। ଆଉ ଏଇଠି ହିଁ ଥାଏ ଭାଇଚାରା ନିଆରା ସମ୍ପର୍କ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664646733.jpg)
4/5
ହିନ୍ଦୁସ୍ତାନ କ୍ଲବ ପକ୍ଷରୁ କୋଲକାତାରେ ନିଆରା ଦୁର୍ଗା ମେଢ, ଏହାକୁ ଦେଖିଲେ ଲାଗିବ, ସତେ ଯେପରି ସୁନ୍ଦର ରାଜପ୍ରାସାଦ ମଧ୍ୟରେ ମାଆ ବିରାଜିତ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664647062.jpg)
5/5
କୋଲକାତାର ଏକ ପୂଜା ପେଣ୍ଡାଲରେ ଜଗତଜନନୀଙ୍କ ପୂଜା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)