/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739180182.jpg)
Maha Kumbh Mela 2025
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739180182.jpg)
1/5
ରାସ୍ତା ଉପରେ ଅସମ୍ଭାଳ ଭିଡ଼। ଲାଗିଛି ଲମ୍ବା ଲାଇନ୍। ପଛକୁ ପଛ ଠିଆ ହୋଇଛି ଗାଡ଼ି। ସବୁ ରାସ୍ତା ଜାମ୍। ୨୦ରୁ ୩୦ କିଲୋମିଟର ଯାଏଁ ଲମ୍ବିଛି ଗାଡ଼ି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739180344.jpg)
2/5
ବାଇକ୍, କାର୍, ବସ୍ କଥା ଛାଡ଼ନ୍ତୁ ଆମ୍ବୁଲାନ୍ସକୁ ଯିବା ପାଇଁ ବି ମିଳୁନି ବାଟ। ଗହଳି ମଝିରେ ଫଶି ରହିଛି ଆମ୍ବୁଲାନ୍ସ। ମହାକୁମ୍ଭରେ ଲାଗିଛି ଏଭଳି କିଛି ମହାଜାମ୍।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739180370.jpg)
3/5
ପ୍ରୟାଗରାଜରେ ଜମିଛି ପ୍ରବଳ ଗହଳି। ବୁଡ଼ ପକାଇବା ପାଇଁ ଉଛୁଳିଛି ରାସ୍ତାଘାଟ। ଭିଡ ଜମାଇଛନ୍ତି ଶ୍ରଦ୍ଧାଳୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739180484.jpg)
4/5
୨୦୦ ମିଟର ବାଟ ଯିବାକୁ ଲାଗୁଛି ୨ ଘଣ୍ଟା। ଷ୍ଟେସନରେ ପାଦ ରଖିବାକୁ ବି ଜାଗା ନାହିଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739180543.jpg)
5/5
ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରି ଦିଆଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)