/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671816592.jpeg)
୩୦ତମ ଏକଲବ୍ୟ ପୁରସ୍କାର
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671816592.jpeg)
1/7
ଇମ୍ପାକ୍ଟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ୩୦ତମ ଏକଲବ୍ୟ ପୁରସ୍କାର ବିତରଣ ଉତ୍ସବ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671816840.jpeg)
2/7
ମଞ୍ଚରେ ଏକଲବ୍ୟ ପୁରସ୍କାର କମିଟିର ଚେୟାରମ୍ୟାନ୍ ବୈଜୟନ୍ତ ପଣ୍ଡାଙ୍କ ସହ ପଦ୍ମଭୂଷଣ ପଙ୍କଜ ଆଡ଼ଭାନୀ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671816947.jpeg)
3/7
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଞ୍ଚରେ ଉଦ୍ବୋଧନ ଦେଉଛନ୍ତି ପଦ୍ମଭୂଷଣ ପଙ୍କଜ ଆଡ଼ଭାନୀ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671817039.jpeg)
4/7
ସାଇକେଲ ଚାଳିକା ସ୍ୱାସ୍ତୀ ସିଂହଙ୍କୁ ଦିଆଗଲା ୩୦ତମ ଏକଲବ୍ୟ ପୁରସ୍କାର... ସ୍ବାସ୍ତୀଙ୍କୁ ମାନପତ୍ର ଓ ଫଳକ ସହ ୫ଲକ୍ଷ ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଛି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671817186.jpeg)
5/7
ଉଦୀୟମାନ ଫୁଟବଲ୍ ତାରକା ପ୍ୟାରୀ ଖାଖାଙ୍କୁ ସମ୍ମାନିତ କରାଯିବା ସହ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବା ଅବସରରେ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671817262.jpeg)
6/7
ଏହି ଉତ୍ସବରେ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ମଧ୍ୟ ମାନପତ୍ର ସହ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671817538.jpeg)
7/7
ପୁରସ୍କାର ବିତରଣ ଉତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)