/odishatv-khabar/media/post_attachments/uploadimage/library/16_9/16_9_0/attack-123_1626757425.jpg)
attack
ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଭେଜିପୁଟ ହରିଜନସାହିରେ ଜଣେ ଶ୍ରମିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ସନ୍ତୋଷ ନାଇକ। ସନ୍ତୋଷଙ୍କ ଘର ଶଙ୍ଖସାହିରେ। ସେ ସିମେଣ୍ଟ କାମ ସାରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
Advertisment
ଏଥିରେ ତାଙ୍କ ମୁହଁ, ଗାଲ ଓ ହାତରେ ଆଘାତ ଲାଗିଛି। ସନ୍ତୋଷଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ତାଙ୍କୁ କାହିଁକି ଆକ୍ରମଣ କରାଯାଇଛି, ତାହା ଜଣାପଡ଼ି ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)