/odishatv-khabar/media/post_attachments/uploadimage/library/16_9/16_9_0/rai_1627107514.jpg)
rai
ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ୨୩ ରୁ ୨୬ ତାରିଖ ଯାଏଁ ବର୍ଷା ହେବ। ଏପରିକି ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ।
Advertisment
/odishatv-khabar/media/post_attachments/swarajya/2018-05/49373fb7-df4e-4fb4-b729-1d7910a2e2c2/a43516a8_896b_4747_b349_006bd40c930d.jpg)
୨୩ରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ହେବ। ୨୪ ତାରିଖରେ ପୂର୍ବ ଜିଲ୍ଲା ସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ୨୫ ଓ ୨୬ ତାରିଖରେ ଉପକୂଳ ଏବଂ ଉତ୍ତରାଞ୍ଚଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପରେ ଶୀତର ଲହରୀ ବଢ଼ିବାର ସମ୍ଭାବନା ରହିଛି।
/odishatv-khabar/media/post_attachments/originals/65/4c/18/654c187073e5a21181dfcdcd2c7a4fc4.jpg)
/odishatv-khabar/media/post_attachments/photo/2017/10/10/07/48/kerala-2836302_960_720.jpg)
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)