Advertisment

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଗାଁ ଲୋକେ

ବାଲେଶ୍ୱର: ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଲୋକେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଦାଣ୍ଡପଳସା ଗାଁରେ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ବାଣ୍ଟିବା ପାଇଁ ଯାଇଥିବାବେଳେ ଲୋକେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକାଇଥିଲେ। ଗାଁରେ ଗରିବଶ୍ରେଣୀର ଲୋକଙ୍କୁ ଇନ୍ଦିରାଆବାସ ଦିଆନଯାଇ ଧନୀ ଶ୍ରେଣୀର ଲୋକଙ୍କୁ ଦିଆଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ସରକାରୀ ଯୋଜନା ଆବଣ୍ଟନରେ ପାତରଅନ୍ତର ହୋଇଥିବାରୁ ଏହାର ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକ […]

author-image
Abinash Pati
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଗାଁ ଲୋକେ

balasore

ବାଲେଶ୍ୱର: ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଲୋକେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଦାଣ୍ଡପଳସା ଗାଁରେ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ବାଣ୍ଟିବା ପାଇଁ ଯାଇଥିବାବେଳେ ଲୋକେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକାଇଥିଲେ। ଗାଁରେ ଗରିବଶ୍ରେଣୀର ଲୋକଙ୍କୁ ଇନ୍ଦିରାଆବାସ ଦିଆନଯାଇ ଧନୀ ଶ୍ରେଣୀର ଲୋକଙ୍କୁ ଦିଆଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

Advertisment

ସରକାରୀ ଯୋଜନା ଆବଣ୍ଟନରେ ପାତରଅନ୍ତର ହୋଇଥିବାରୁ ଏହାର ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଥିବା ଖବର ପାଇ ଗାଁରେ ପହଞ୍ଚିଥିଲା ପୋଲିସ। ଗ୍ରାମବାସୀଙ୍କୁ ପୋଲିସ ବୁଝାସୁଝା କରୁଥିବା ଜଣାପଡ଼ିଛି।

Advertisment
Advertisment