/odishatv-khabar/media/post_attachments/uploadimage/library/16_9/16_9_0/VIGILANCE_1625368023.jpg)
VIGILANCE
ଜଳେଶ୍ୱର: ଜଳେଶ୍ୱର ନିଲମ୍ବିତ IIC ଧନେଶ୍ୱର ସାହୁଙ୍କ ନିକଟରୁ କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କଲା ଭିଜିଲାନ୍ସ।
Advertisment
ତାଙ୍କ ନିକଟରୁ ମୋଟ ୧ କୋଟି ୧୧ ଲକ୍ଷ ୩୫ ହଜାରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା।
ବେଆଇନ୍ ସମ୍ପତ୍ତି ଜବତ କରିବାକୁ ଧନେଶ୍ୱରଙ୍କ ସମ୍ପର୍କୀୟଙ୍କ ଘର ସମେତ ମୋଟ ୭ଟି ସ୍ଥାନରେ ରେଡ୍ କରାଯାଇଥିଲା।
Advertisment
ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସ ସହିତ କଟକ ଓ ଭୁବନେଶ୍ୱରରେ ରେଡ୍ କରାଯାଇଥିଲା। ପୂର୍ବରୁ ଡ୍ରଗ୍ସ ମାଫିଆ ଲିଙ୍କ୍ରେ ନିଲମ୍ବିତ ହୋଇଛନ୍ତି ଧନେଶ୍ୱର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)