/odishatv-khabar/media/post_attachments/uploadimage/library/16_9/16_9_0/bhubaneswar_1625240748.jpg)
bhubaneswar
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୯ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୧୧ ରହିଛି। ସେହିପରି ଆଜି ୩୫୨ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)।
Advertisment
https://twitter.com/bmcbbsr/status/1315226795428339713?s=20
କେଉଁ ଅଞ୍ଚଳରୁ କେତ:-
ଚନ୍ଦ୍ରଶେଖରପୁର, ବରମୁଣ୍ଡା ଓ ସତ୍ୟନଗରରୁ ୧୧ ଲେଖାଏଁ, ନୟାପଲ୍ଲୀ ଓ ପୁରୁଣା ଭୁବନେଶ୍ୱରରୁ ୧୦ ଲେଖାଏଁ, ପଟିଆରୁ ୬, ବରମୁଣ୍ଡାରୁ ୭ ଓ ୟୁନିଟ-୬ରୁ ୫ ଆକ୍ରାନ୍ତ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)