/odishatv-khabar/media/media_files/2026/02/06/student-missing-2026-02-06-13-42-45.jpg)
STUDENT MISSING Photograph: (STUDENT MISSING)
ବିଦ୍ୟାଳୟ ହଷ୍ଟେଲରୁ ୨ ଛାତ୍ରୀ ନିଖୋଜ। ୧୪ ଘଣ୍ଟା ହେବ ନିଖୋଜ ଅଛନ୍ତି ୨ ଛାତ୍ରୀ। ଏଭଳି ଘଟଣା ଘଟିଛି ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟରେ। ଗତକାଲି ରାତିରୁ ଷଷ୍ଠ ଶ୍ରେଣୀର ୨ ଛାତ୍ରୀ ଗାଏବ ଅଛନ୍ତି।
Advertisment
ଖବର ପାଇ ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚିଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ବି ମିଳୁନି ନିଖୋଜ ଛାତ୍ରୀଙ୍କ ପତ୍ତା। ଘଟଣା ବାବଦରେ ପ୍ରଧାନ ଶିକ୍ଷୟିତ୍ରୀ ମାଳତୀ ବେହେରା ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
ଖବର ପାଇ ଏବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଛାତ୍ରୀ ମାନଙ୍କୁ ଶୀଘ୍ର ଖୋଜି ବାହାର କରାଯିବା ନେଇ ଚେଷ୍ଟା କରାଯାଉଥିବା କହିଛନ୍ତି।
Advertisment
Advertisment



Related Articles
Good News for Chit Fund Depositors: ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର, ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି
POSTED

Dowry Death: ପୁଣି ଯୌତୁକ ଜୁଇରେ ଜଳିଗଲା ଆଉ ଏକ ଜୀବନ, ଶାଶୁଘର ଲୋକେ ମାରିଦେଲେ!
POSTED

Ajit Doval Visits Chips Shop: ନା ସାଇରନ୍, ନା କାରକେଡ୍, ସାଧା ଲୋକଙ୍କ ଭଳି ଆସି ଚିପ୍ସ କିଣିଲେ ଅଜିତ ଡୋଭାଲ୍
POSTED

Gols And Silver Rate Today: ସୁନା, ରୁପା କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର!
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)