/odishatv-khabar/media/post_attachments/uploadimage/library/16_9/16_9_0/fire-11_1626759389.jpg)
fire
ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏକ ଟ୍ରକ୍ ଜଳି ଯାଇଛି। ସମ୍ବଲପୁରରୁ ଅନୁଗୋଳ ଆସୁଥିବା ବେଳେ ଆଜି ଭୋର୍ ପ୍ରାୟ ୫ଟା ବେଳେ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା।
Advertisment
ଏଥିରେ ଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଅନ୍ୟ ଏକ ଟ୍ରକ ସହ ଧକ୍କା ହେବା ଫଳରେ ଟ୍ରକ୍ରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ତେବେ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। ଟ୍ରକରେ କ୍ଷତିକାରକ ବର୍ଜ୍ୟବସ୍ତୁ ଥିବା ଜଣାପଡ଼ିଛି। ହେଲେ କେଉଁ ସଂସ୍ଥାର ବଜ୍ୟୁବସ୍ତୁ, ତାହା ସ୍ପଷ୍ଟ ହୋଇନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)