/odishatv-khabar/media/post_attachments/uploadimage/library/16_9/16_9_0/corona-tesy_1625420162.jpg)
corona-tesy
ଭୁବନେଶ୍ୱର: ରାଜ୍ୟରେ ଦିନକରେ ପୁଣି ୫୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ ହୋଇଛି। ଗୋଟିଏ ଦିନରେ ୫୦ ହଜାର ୫୨୫ କରୋନା ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
Advertisment
ପ୍ରଦୀପ୍ତଙ୍କ ସୂଚନାନୁସାରେ, RTPCR-୫,୧୦୬, ଆଣ୍ଟିଜେନ୍-୪୫,୩୪୩, ଟ୍ରୁନଟ- ୭୬ କରୋନା ଟେଷ୍ଟ କରାଯାଇଛି। ମୋଟ କରୋନା ଟେଷ୍ଟ ସଂଖ୍ୟା ୧୦ ଲକ୍ଷ ଟପିଥିବା ସେ ସୂଚନା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)