Advertisment

ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱ ମାର୍ଚ୍ଚ ୮ ତାରିଖକୁ ମହିଳାଙ୍କ ଉଦ୍ଦେଶ୍ୟରେ ପାଳନ କରି ଆସୁଛି। ମହିଳାଙ୍କ ଅଧିକାର, ସମ୍ମାନ ଓ ନ୍ୟାୟ ପ୍ରଦାନ ଲାଗି ଏହି ଦିନକୁ ସମର୍ପଣ କରାଯାଇଛି। ମହିଳାଙ୍କ ଉତ୍‌ଥାନ ସହ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ଅନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି। ୧୯୦୯ ମସିହାରେ ଆମେରିକାରେ ପ୍ରଥମ କରି ମାର୍ଚ୍ଚ ୮ ତାରିଖରେ ମହିଳାଙ୍କୁ ଅଧିକାର ପ୍ରଦାନ ଲାଗି ସ୍ୱର ଉତ୍ତୋଳନ […]

author-image
Jyotsnamayee Pradhan
ଆଜି ଅନ୍ତର୍ଜାତୀୟ ମହିଳା ଦିବସ

DAY

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱ ମାର୍ଚ୍ଚ ୮ ତାରିଖକୁ ମହିଳାଙ୍କ ଉଦ୍ଦେଶ୍ୟରେ ପାଳନ କରି ଆସୁଛି। ମହିଳାଙ୍କ ଅଧିକାର, ସମ୍ମାନ ଓ ନ୍ୟାୟ ପ୍ରଦାନ ଲାଗି ଏହି ଦିନକୁ ସମର୍ପଣ କରାଯାଇଛି। ମହିଳାଙ୍କ ଉତ୍‌ଥାନ ସହ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ଅନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି।

Advertisment

୧୯୦୯ ମସିହାରେ ଆମେରିକାରେ ପ୍ରଥମ କରି ମାର୍ଚ୍ଚ ୮ ତାରିଖରେ ମହିଳାଙ୍କୁ ଅଧିକାର ପ୍ରଦାନ ଲାଗି ସ୍ୱର ଉତ୍ତୋଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମହିଳା ଦିବସ ପାଳନ ପାଇଁ ଏହି ତାରିଖକୁ ସ୍ଥିର କରାଯାଇଥିଲା।

୧୯୭୫ ମସିହାରେ ଜାତିସଂଘ ଏହାକୁ ଅନ୍ତର୍ଜାତିକ ମହିଳା ଦିବସ ଭାବେ ଗ୍ରହଣ କରିଛି।

Advertisment
Advertisment