/odishatv-khabar/media/media_files/2025/11/03/tiger-2025-11-03-16-17-33.jpg)
TIGER Photograph: (OTV)
କେନ୍ଦୁଝର ପାଟଣା ରେଞ୍ଜ ଏବଂ କରଞ୍ଜିଆ ସୀମା ଅନ୍ତର୍ଗତ ମାଛଗଡ଼ ଠାରେ ବାଘର ପାଦଚିହ୍ନ ଠାବ ହୋଇଛି । ବନ ବିଭାଗର ପାଟ୍ରୋଲିଂ ଟିମ୍ ଅଟେଇ ସରକ୍ଷିଂତ ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ କରିଛି। ବାଘକୁ ଠାବ କରିବାକୁ ବନବିଭାଗର ଟିମ୍ ନିୟୋଜିତ ହୋଇଥିଲା। ବାଘର ଫଟୋ ଉଠାଇବା ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୩୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା। ଏଯାଏଁ ସେହି ଅଞ୍ଚଳରେ ବାଘ ଦେଖାଯାଇ ନଥିଲେ ବୋଲି DFO ସୂଚନା ଦେଇଛନ୍ତି। ସମୟ ସମୟରେ ଅଟେଇ ଜଙ୍ଗଲକୁ ବାଘ ଆସୁଥିବା ମଧ୍ୟ DFO ସ୍ପଷ୍ଟ କରିଛନ୍ତି। ...
ସେପଟେ କଟକ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁକୁ ବାଘ ପଶି ଆସିଥିବା କହୁଛନ୍ତି ଗ୍ରାମବାସୀ। ଗ୍ରାମର ଜଣେ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜରେ ବାଘ ଦେଖିବା ପରେ ଜିଲ୍ଲା ବନ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗାଁରେ ପହଞ୍ଚିଛି। ପାଦଚିହ୍ନକୁ ଟ୍ରାକ୍ କରି ଅଧିକ ଖୋଜାଖୋଜି ଜାରି ରଖିଛନ୍ତି। ସାଧାରାଣ ଲୋକ ଭୟଭିତ ନହୋଇ ସତର୍କ ରହିବାକୁ କାହାଯାଇଛି ।
କେନ୍ଦୁଝର ପାଟଣା ରେଞ୍ଜ ମାଛଗଡ଼ରେ ବାଘ ପାଦ ଚିହ୍ନ ଠାବ
ବାଘ ପାଦ ଚିହ୍ନ ଠାବ କଲା ବନ ବିଭାଗର ପାଟ୍ରୋଲିଂ ଟିମ୍
ଅଟେଇ ସରକ୍ଷିଂତ ଜଙ୍ଗଲରେ ପଡିଛି ମହାବଳ ବାଘର ପାଦ ଚିହ୍ନ
୩୫ଟି ଟ୍ରାପ୍ କ୍ୟାମେରା ସାହାଯ୍ୟରେ ବାଘକୁ ଖୋଜୁଛି ବନ ବିଭାଗ
ବାଘ ପାଦ ଚିହ୍ନ ଠାବ ନେଇ ଡିଏଫଓ ଏଚ. ଡି. ଧନରାଜଙ୍କ ସୂଚନା
କଟକ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ
ଗାଁରେ ବାଘ ବୁଲୁଥିବାର ଚିତ୍ର CCTVରେ କଏଦ ପରେ ତନାଘନା
ବନ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗାଁରେ ଡେରା ପକାଇଛି
Garbage Gift: ରାସ୍ତାରେ ଅଳିଆ ପକାଇଲେ ମିଳିବ ଉପହାର... ଆରମ୍ଭ ହେଲା ସ୍ବତନ୍ତ୍ର ଅଭିଯାନ

Donald Trump: ଟ୍ରଂପ୍ଙ୍କ କଡା ନିର୍ଦ୍ଦେଶ: ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ, ଖୁବ୍ ସାଂଘାତିକ ହେବ ଆକ୍ରମଣ

Brahmapur police arrest Uma Bishoyi: ପୀତବାସ ପଣ୍ଡା ହତ୍ୟା ମାମଲାରେ ସୁପାରି ଡିଲର ଗିରଫ, ଉମା ବିଷୋୟୀକୁ ବାନ୍ଧିଲା ବ୍ରହ୍ମପୁର ପୋଲିସ

Rahul Gandhi: ପୋଖରୀକୁ ଡେଇଁ ମାଛ ଧରିଲେ ରାହୁଲ, ଲୋକ କହିଲେ....

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)