Advertisment

ବାଲୁକା କଳା ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ସୁଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମତଦାନ ହାର ବୃଦ୍ଧି ସହ ଭୋଟରଙ୍କୁ ସଚେତନ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ସେ ବାଲୁକା କଳା ମାଧ୍ୟମରେ YOUR VOTE YOUR VOICE ସହିତ VOTE FOR BETTER INDIA ଭଳି ସଂଦେଶ ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବାଲୁକା କଳା ବୁଲି ଦେଖିବା ସହ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି।

author-image
Jyotsnamayee Pradhan
ବାଲୁକା କଳା ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ସୁଦର୍ଶନ

puri

ପୁରୀ: ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମତଦାନ ହାର ବୃଦ୍ଧି ସହ ଭୋଟରଙ୍କୁ ସଚେତନ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ସେ ବାଲୁକା କଳା ମାଧ୍ୟମରେ YOUR VOTE YOUR VOICE ସହିତ VOTE FOR BETTER INDIA ଭଳି ସଂଦେଶ ଦେଇଛନ୍ତି।

Advertisment

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବାଲୁକା କଳା ବୁଲି ଦେଖିବା ସହ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି।

Advertisment
Advertisment