Advertisment

Irregularities in Home guard Selection: ହୋମଗାର୍ଡ ନିଯୁକ୍ତି ଅନିୟମିତତା, ବଡ଼ କଥା କହିଲେ ହାଇକୋର୍ଟ

ହୋମଗାର୍ଡ ନିଯୁକ୍ତି ଅନିୟମିତତା ମାମଲାରେ ଏସପି ଓ ଅନ୍ୟମାନଙ୍କୁ ହାଇକୋର୍ଟଙ୍କ ନୋଟିସ। ନିଯୁକ୍ତିର ବୈଧତା ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି କହିଛନ୍ତି ହାଇକୋର୍ଟ।  ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ବିରୋଧରେ ଦାଏର ହୋଇଥିଲା ମାମଲା।

author-image
Madhupriya Mistry
Home guard

Home guard Photograph: (OTV)

ସୁବର୍ଣ୍ଣପୁର ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ଅନିୟମିତତା ମାମଲାରେ ଏସପି ଓ ଅନ୍ୟମାନଙ୍କୁ ହାଇକୋର୍ଟଙ୍କ ନୋଟିସ। ନିଯୁକ୍ତିର ବୈଧତା ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି କହିଛନ୍ତି ହାଇକୋର୍ଟ।  ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ବିରୋଧରେ ଦାଏର ହୋଇଥିଲା ମାମଲା।

Advertisment

ସମଗ୍ର ଜିଲ୍ଲାରେ ୯୨ ଜଣଙ୍କୁ ଚୟନ କରାଯାଇଥିବା ନେଇ ଜାରି ହୋଇଥିଲା ବିଜ୍ଞପ୍ତି। ଅନ୍ୟ ଥାନା ଅଂଚଳର ପ୍ରାର୍ଥୀଙ୍କୁ ସୁବର୍ଣ୍ଣପୁର ଥାନାରେ ନିଯୁକ୍ତିକୁ ବିରୋଧ କରାଯାଇଥିଲା। ଫେବୃଆରୀ ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି।

ହୋମଗାର୍ଡ ନିଯୁକ୍ତି ଅନିୟମିତତା ମାମଲା
ସୁବର୍ଣ୍ଣପୁର ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ଅନିୟମିତତା ମାମଲା
ସୁବର୍ଣ୍ଣପୁର ଏସପି ଓ ଅନ୍ୟମାନଙ୍କୁ ହାଇକୋର୍ଟଙ୍କ ନୋଟିସ୍ 
ନିଯୁକ୍ତି ବୈଧତା ମାମଲାର ଫଳାଫଳ ଉପରେ ନିର୍ଭର କରିବ- ହାଇକୋର୍ଟ
୯୨ ଜଣଙ୍କୁ ଚୟନ କରାଯାଇଥିବା ନେଇ ଜାରି ହୋଇଥିଲା ବିଜ୍ଞପ୍ତି
ଅନ୍ୟ ଥାନା ଅଞ୍ଚଳର ପ୍ରାର୍ଥୀଙ୍କୁ ସୁବର୍ଣ୍ଣପୁର ଥାନାରେ ନିଯୁକ୍ତିକୁ ବିରୋଧ
ଫେବୃଆରୀ ୨୩ ତାରିଖରେ ରହିଛି ମାମଲାର ପରବର୍ତ୍ତୀ ଶୁଣାଣି

Advertisment
Subarnapur Odisha High Court Recruitment Home Guards
Advertisment
Related Articles
Advertisment