/odishatv-khabar/media/media_files/2026/01/15/cash-seized-2026-01-15-13-34-12.jpg)
CASH SEIZED Photograph: (OTV)
ଗହଣା ବ୍ୟବସାୟୀଙ୍କଠାରୁ ୪୦ ଲକ୍ଷ ନଗଦ କ୍ୟାସ ଜବତ୍ ଘଟଣାରେ ଇନକମ ଟ୍ୟାକ୍ସର ଜେରା । ଟଙ୍କା ନେଇ ଯାଉଥିବା କର୍ମଚାରୀଙ୍କୁ ପୁରୀ ଘାଟ ଥାନାରେ ଇନକମ ଟ୍ୟାକ୍ସ ପକ୍ଷରୁ ଜେରା କରାଯାଇଛି।
Advertisment
ଆୟକର ବିଭାଗ ଟିମ୍ କର୍ମଚାରୀ ମିଲନ ଆଡାକକୁ ଗୋଡ଼ାଇ ତୋଡେଇ ଜେରା କରୁଛି। ଆୟକର ବିଭାଗର ତିନି ଜଣିଆ ଅଫିସର୍ କରୁଛନ୍ତି ଜେରା। ତେବେ ଏନେଇ ସଂପୃକ୍ତ ବ୍ୟବସାୟୀ ତାରକନାଥ ସାହୁଙ୍କୁ ନୋଟିସ ସତ୍ତ୍ବେ ସେ ହାଜର ହୋଇନଥିବା ସୂଚନା ରହିଛି ।
କୋଲକାତାରୁ ସୁନା ଆଣିବା ପଛରେ କେମିତି ଫାଙ୍କୁ ଥିଲେ ଆୟକର । ଏ ସବୁ ଦିଗକୁ ନେଇ ଖୋଳତାଡ ଚାଲିଛି। ତେବେ ଏନେଇ ଗହଣା ବ୍ୟବସାୟୀ ତାରକନାଥ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି ।
Advertisment
ଗହଣା ବ୍ୟବସାୟୀଙ୍କଠାରୁ ୪୦ ଲକ୍ଷ ନଗଦ କ୍ୟାସ ଜବତ୍ ଘଟଣା
ଟଙ୍କା ନେଇ ଯାଉଥିବା କର୍ମଚାରୀଙ୍କୁ ଇନକମ ଟ୍ୟାକ୍ସର ଜେରା
ପୁରୀ ଘାଟ ଥାନାରେ ଇନକମ ଟ୍ୟାକ୍ସ ପକ୍ଷରୁ ମାରାଥନ୍ ଜେରା
ଆୟକର ବିଭାଗର ତିନି ଜଣିଆ ଅଫିସର୍ କରୁଛନ୍ତି ଜେରା
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)