Advertisment

ଆର୍‌ଟିଓମାନେ ଦେଇପାରିବେ ଆନ୍ତଃରାଜ୍ୟ ବସ୍‌ ପରମିଟ୍

ଭୁବନେଶ୍ୱର; ଏଣିକି ଆର୍‌ଟିଓମାନେ ଦେଇପାରିବେ ଆନ୍ତଃରାଜ୍ୟ ବସ୍‌ ପରମିଟ୍। କରୋନାରେ ଗହଳି ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର। ଆବେଦନ ଦିନ ହିଁ ଆର୍ଟିଓମାନେ ଯଥା ସମ୍ଭବ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବୁର ଅନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ସ୍ୱତନ୍ତ୍ର ପରମିଟ୍ ଦରକାର ପଡୁଥିଲା। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ଏନେଇ ସ୍ୱତନ୍ତ୍ର ପରମିଟ୍ ଆଣିବାକୁ ପଡୁଥିଲା। କିନ୍ତୁ ଆର୍‌ଟିଓମାନେ ଅନ୍ତଃରାଜ୍ୟ ବସ ପରମିଟ୍ ଦେଇପାରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

author-image
Abinash Pati
ଅଦ୍ୟତନ ହୋଇଛି
ଆର୍‌ଟିଓମାନେ ଦେଇପାରିବେ ଆନ୍ତଃରାଜ୍ୟ ବସ୍‌ ପରମିଟ୍

rto

ଭୁବନେଶ୍ୱର; ଏଣିକି ଆର୍‌ଟିଓମାନେ ଦେଇପାରିବେ ଆନ୍ତଃରାଜ୍ୟ ବସ୍‌ ପରମିଟ୍। କରୋନାରେ ଗହଳି ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର। ଆବେଦନ ଦିନ ହିଁ ଆର୍ଟିଓମାନେ ଯଥା ସମ୍ଭବ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।Image

Advertisment

ପୂର୍ବୁର ଅନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ସ୍ୱତନ୍ତ୍ର ପରମିଟ୍ ଦରକାର ପଡୁଥିଲା। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ଏନେଇ ସ୍ୱତନ୍ତ୍ର ପରମିଟ୍ ଆଣିବାକୁ ପଡୁଥିଲା। କିନ୍ତୁ ଆର୍‌ଟିଓମାନେ ଅନ୍ତଃରାଜ୍ୟ ବସ ପରମିଟ୍ ଦେଇପାରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment
Advertisment