Advertisment

ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଚାମ୍ବର ରାଜ୍ୟ ସରକାରଙ୍କ ଥଇଥାନ କେନ୍ଦ୍ର: ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ୱର : ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତି ନେଇ ବିରୋଧୀ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ଯୋଜନା ବୋର୍ଡ ଏକ ସାଇନ୍ ବୋର୍ଡ ହୋଇ ରହିଯାଇଛି। ଉପାଧ୍ୟକ୍ଷଙ୍କୁ ସଚିବାଳୟରେ ଏକ ଚାମ୍ବର ଦିଆଯାଏ ଏବଂ କ୍ୟାବିନେଟ୍ ପାହ୍ୟା ଦିଆଯାଏ।  କିନ୍ତୁ ତାଙ୍କ ନିକଟକୁ କିଛି ଫାଇଲ ଆସେନାହିଁ କି ଯୋଜନା ବୋର୍ଡ ବାବଦକୁ ସେ କିଛି ଜାଣନ୍ତି ନାହିଁ। ଏଠାରେ ନା କେବେ ବୈଠକ ବସେ ନା ଉପାଧ୍ୟକ୍ଷ […]

author-image
Abinash Pati
ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଚାମ୍ବର ରାଜ୍ୟ ସରକାରଙ୍କ ଥଇଥାନ କେନ୍ଦ୍ର: ସନ୍ତୋଷ ସିଂହ ସାଲୁଜା

santosh

ଭୁବନେଶ୍ୱର : ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତି ନେଇ ବିରୋଧୀ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ଯୋଜନା ବୋର୍ଡ ଏକ ସାଇନ୍ ବୋର୍ଡ ହୋଇ ରହିଯାଇଛି। ଉପାଧ୍ୟକ୍ଷଙ୍କୁ ସଚିବାଳୟରେ ଏକ ଚାମ୍ବର ଦିଆଯାଏ ଏବଂ କ୍ୟାବିନେଟ୍ ପାହ୍ୟା ଦିଆଯାଏ।  କିନ୍ତୁ ତାଙ୍କ ନିକଟକୁ କିଛି ଫାଇଲ ଆସେନାହିଁ କି ଯୋଜନା ବୋର୍ଡ ବାବଦକୁ ସେ କିଛି ଜାଣନ୍ତି ନାହିଁ।

Advertisment

ଏଠାରେ ନା କେବେ ବୈଠକ ବସେ ନା ଉପାଧ୍ୟକ୍ଷ କିଛି ଯୋଜନା ବିଷୟରେ ଜାଣନ୍ତି। ଏହା କେବଳ ରାଜ୍ୟ ସରକାରଙ୍କ ଏକ ଥଇଥାନ କେନ୍ଦ୍ର ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା। ସେପଟେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଢାଞ୍ଚାରେ ଯୋଜନା ବୋର୍ଡ ଗଠନ କରିବାକୁ ସରକାରଙ୍କ ଯୋଜନା ରହିଛି ବୋଲି ଯୋଜନା ଓ ସମନ୍ୱୟ ମନ୍ତ୍ରୀ କହିଛନ୍ତି।

Advertisment
Advertisment