Advertisment

Spectacular Tornado: ଶୂନ୍ୟ ଶୂନ୍ୟରେ ଆକାଶକୁ ଉଠିଗଲା ପାଣି, ଘୂର୍ଣ୍ଣିଝଡ଼ର ଭୟଙ୍କର ଦୃଶ୍ୟ

ବେଶ କିଛି ସମୟ ଯାଏ, ବେଶ୍ କିଛି ଦୂର ଯାଏ ଏହା ଦେଖା ଦେଇଥିଲା। ଦୁଇ ଦିନ ତଳେ ଘଟିଥିବା ଏହି ଘଟଣାରେ ପ୍ରତିଦିନ ନୂଆ ନୂଆ ଭିଡିଓ ସାମ୍ନାକୁ ଆସୁଛି। ପୂର୍ବରୁ ୨୦୨୦ ମସିହାରେ ଚିଲିକାର ଗମ୍ଭାରୀ ଅଞ୍ଚଳରେ ଏଭଳି ଘୂର୍ଣ୍ଣିଝଡ ଦେଖଦେଇଥିଲା।

author-image
Manas Ranjan Mohanty
CHILIKA

CHILIKA Photograph: (OTV)

ସାମ୍ନାକୁ ଆସୁଛି ଚିଲିକା ଘୂର୍ଣ୍ଣିଝଡ଼ର ନୂଆ ନୂଆ ଦୃଶ୍ୟ। କେମତି ଶୂନ୍ୟ ଶୂନ୍ୟରେ ପାଣି ଆକାଶକୁ ଉଠିଗଲା ତାର ଅଦ୍ଭୁତ ଭିଡିଓ।

Advertisment

ଭଲ ଭାବେ ଦେଖନ୍ତୁ ଏଇ ଭିଡିଓକୁ, ମାଆ କାଲିଜାଇଙ୍କ ମନ୍ଦିରରୁ କଏଦ ହୋଇଥିବା ଏହି ଦୃଶ୍ୟକୁ। କେମିତି ଚିଲିକାର ନୀଳ ଜଳରାଶି ଭିତରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ପାଣି ସବୁ ଉପରକୁ ଉଠି ଯାଉଛି। ହାତୀ ଶୁଣ୍ଢ ଭଳି ଭଳି ଆକୃତି ହୋଇଛି।

ବେଶ କିଛି ସମୟ ଯାଏ, ବେଶ୍ କିଛି ଦୂର ଯାଏ ଏହା ଦେଖା ଦେଇଥିଲା। ଦୁଇ ଦିନ ତଳେ ଘଟିଥିବା ଏହି ଘଟଣାରେ ପ୍ରତିଦିନ ନୂଆ ନୂଆ ଭିଡିଓ ସାମ୍ନାକୁ ଆସୁଛି। ପୂର୍ବରୁ ୨୦୨୦ ମସିହାରେ ଚିଲିକାର ଗମ୍ଭାରୀ ଅଞ୍ଚଳରେ ଏଭଳି ଘୂର୍ଣ୍ଣିଝଡ ଦେଖଦେଇଥିଲା।

Advertisment

ଚିଲିକାରେ ଘୂର୍ଣ୍ଣିଝଡ଼ର ନୂଆ ଭିଡିଓ
ଶୂନ୍ୟ ଶୂନ୍ୟରେ ଆକାଶକୁ ଉଠିଗଲା ପାଣି 
ଘୂର୍ଣ୍ଣିଝଡ଼ର ଭୟଙ୍କର ଦୃଶ୍ୟ 
କାଳିଜାଇ ମନ୍ଦିରରୁ ଦିଶିଲା ‘ହାତୀ ଶୁଣ୍ଢ’ ଆକୃତିର ଘୂର୍ଣ୍ଣି
ଚକିତ କଲା ଚିଲିକା ଟର୍ଣ୍ଣାଡୋ
ଜାତୀୟ ଗଣମାଧ୍ୟମରେ ‘ଚିଲିକା ଟର୍ଣ୍ଣାଡୋ’କୁ ନେଇ ଚର୍ଚ୍ଚା

Advertisment
Related Articles
Advertisment