Advertisment

କୂଳ ଖାଇ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର

ପୁରୀ: କୂଳଖାଉଛି ସମୁଦ୍ର। ମାଡ଼ି ଆସୁଛି ଜନବସତି ଅଞ୍ଚଳକୁ। ପୁରୀ ଜିଲ୍ଲା ରାଜହଂସ ଠାରୁ ଅଳ୍ପ କିଛି ଦୂରରେ ସମୁଦ୍ର କ୍ରମେ କୂଳ ଖାଇବାରେ ଲାଗିଛି। ସମୁଦ୍ରକୂଳ ଠାରୁ ପ୍ରାୟ ୩୦ ଫୁଟ ଜଙ୍ଗଲ ଭିତରକୁ ଢେଉ ମାଡ଼ି ଆସିବା ସହ ଅନେକ ଝାଉଁ ଗଛ ସବୁକୁ ଉପାଡ଼ି ନେଇଗଲାଣି ସମୁଦ୍ର ଗର୍ଭକୁ। ଫଳରେ ରାଜହଂସ ଇଲାକାରେ ଏକ ମୁହାଣ ସୃଷ୍ଟି ହେବା ଆଶଙ୍କା କରାଯାଉଛି l ଯଦି ଏହି ସ୍ଥାନରେ ମୁହାଣ ଖୋଲେ, ତେବେ ରାଜହଂସ […]

author-image
Abinash Pati
କୂଳ ଖାଇ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର

jjk

ପୁରୀ: କୂଳଖାଉଛି ସମୁଦ୍ର। ମାଡ଼ି ଆସୁଛି ଜନବସତି ଅଞ୍ଚଳକୁ। ପୁରୀ ଜିଲ୍ଲା ରାଜହଂସ ଠାରୁ ଅଳ୍ପ କିଛି ଦୂରରେ ସମୁଦ୍ର କ୍ରମେ କୂଳ ଖାଇବାରେ ଲାଗିଛି।

Advertisment

ସମୁଦ୍ରକୂଳ ଠାରୁ ପ୍ରାୟ ୩୦ ଫୁଟ ଜଙ୍ଗଲ ଭିତରକୁ ଢେଉ ମାଡ଼ି ଆସିବା ସହ ଅନେକ ଝାଉଁ ଗଛ ସବୁକୁ ଉପାଡ଼ି ନେଇଗଲାଣି ସମୁଦ୍ର ଗର୍ଭକୁ। ଫଳରେ ରାଜହଂସ ଇଲାକାରେ ଏକ ମୁହାଣ ସୃଷ୍ଟି ହେବା ଆଶଙ୍କା କରାଯାଉଛି l

ଯଦି ଏହି ସ୍ଥାନରେ ମୁହାଣ ଖୋଲେ, ତେବେ ରାଜହଂସ ସମେତ କୃଷ୍ଣପ୍ରସାଦ ବ୍ଲକର ବ୍ରହ୍ମପୁର ଏବଂ ସାତପଡ଼ା ପଞ୍ଚାୟତର କିଛି ଗାଁ ସମ୍ପୁର୍ଣ୍ଣ ସମୁଦ୍ର ଗର୍ଭରେ ବିଲୀନ ହୋଇଯିବl ଆଜିକୁ ପ୍ରାୟ ୮ ମାସ ହେଲାଣି, ପଡ଼ିରହିଥିବା ମାଲେସିଆ ଜାହାଜ ଜିନ୍‌ହୁଆ କଣ୍ଟେନର ସମୁଦ୍ର କୂଳର ଗୋଟିଏ ଭାଗକୁ ଅବରୋଧ କରୁଛି। ପରିଣାମ ସ୍ୱରୂପ ଅନ୍ୟପଟେ ସମୁଦ୍ରର ଢେଉ କୂଳ ଲଂଘିବା ସହ ବିପଦ ସାଜିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment
Advertisment
Advertisment