/odishatv-khabar/media/media_files/2025/10/16/duty-samayare-drinks-2025-10-16-19-37-08.jpg)
DUTY-SAMAYARE-DRINKS Photograph: (OTV)
ଡ୍ୟୁଟି ସମୟରେ ମଦ ପିଇ ନିଲମ୍ବିତ ହେଲେ ବରିଷ୍ଠ କିରାଣୀ। ଅଫିସରେ ଟେବୁଲ ଉପରେ ଗୋଡ ରଖି ନିଶାଶକ୍ତ ଅବସ୍ଥାରେ ଶୋଇଥିଲେ । ହଠାତ୍ କାର୍ଯ୍ୟାଳୟକୁ ପଶି ଆସିଲେ ଜିଲ୍ଲାପାଳ । କିରାଣୀଙ୍କ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କଲେ। ସୁବର୍ଣ୍ଣପୁର ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟକୁ ଜିଲ୍ଲାପାଳ ନୃପରାଜ ସାହୁ ହଠାତ ପରିଦର୍ଶନରେ ପହଂଚି ଯାଇଥିଲେ। ସେତେବେଳେ ଅଫିସରେ ଥିଲେ ବରିଷ୍ଠ କିରାଣୀ କାଲୁ ମିର୍ଦ୍ଧା । ନିଶାଶକ୍ତ ଅବସ୍ଥାରେ ଅଫିସ ଟେବୁଲ ଉପରେ ଗୋଡରଖି ଶୋଇଥିଲେ । ଦୃଶ୍ୟ ଦେଖିଲା ପରେ ଜିଲ୍ଲାପାଳ କାଲୁ ମିର୍ଦ୍ଧାଙ୍କୁ ତରୁନ୍ତ କାର୍ଯ୍ୟରୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଡ୍ୟୁଟି ସମୟରେ ମଦ ପିଇ ନିଲମ୍ବିତ ହେଲେ ବରିଷ୍ଠ କିରାଣୀ
ଅଫିସରେ ଟେବୁଲ ଉପରେ ଗୋଡ ରଖି ନିଶାଶକ୍ତ ଅବସ୍ଥାରେ ଶୋଇଥିଲେ
ହଠାତ୍ କାର୍ଯ୍ୟାଳୟକୁ ପଶି ଆସିଲେ ଜିଲ୍ଲାପାଳ
କିରାଣୀଙ୍କ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କଲେ
ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟର ଘଟଣା
Odisha Govt Hikes DA: ନଭେମ୍ବରରୁ ଅଧିକ ଦରମା , ରାଜ୍ୟ ସରକାର ଦେଲେ ଦୀପାବଳି ଭେଟି

CM Mohan Majhi: ବିଜେପିର ବଡ଼ ଶକ୍ତି ପ୍ରଦର୍ଶନ, ମୁଖ୍ୟମନ୍ତ୍ରୀ କହିଲେ ନୂଆପଡ଼ା ବିକାଶ ଦାୟିତ୍ୱ ମୋର

Snehangini Chhuria: ମୁଁ ବାହାରିଆ ନୁହେଁ କହିଲେ ସ୍ନେହାଙ୍ଗିନୀ ଛୁରିଆ, ଜୟ ଢୋଲକିଆଙ୍କୁ କଲେ ଟାର୍ଗେଟ

24 Transgenders Attempt Mass Suicide in Protest: ନ୍ୟାୟ ମିଳିଲା ନାହିଁ ! ୨୪ କିନ୍ନରଙ୍କ ଏକାଠି ଆତ୍ମହତ୍ୟା ଉଦ୍ୟମ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)