/odishatv-khabar/media/post_attachments/uploadimage/library/16_9/16_9_0/santa-cluz_1626329207.jpg)
santa-cluz
ରାତି ପାହିଲେ ବଡ଼ ଦିନ। ଏଭଳି ଦିନରେ ଛୋଟ ପିଲାଠୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଏହି ଅବସରରେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ।
Advertisment
ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ପତ୍ର ଆର୍ଟ। ଏକ ନିଆରା କଳା ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ଖ୍ରୀଷ୍ଟ ଧର୍ମର ଲୋକଙ୍କୁ।
ଏକ ଗଛର ଛୋଟ ପତ୍ରରେ ଅତି ନିଖୁଣ ଭାବେ ଖ୍ରୀଷ୍ଟମାସର ଶୁଭେଚ୍ଛା ଓ ତାହା ସହ କରୋନା ସଚେତନତାର ମହତ୍ତ୍ୱ। ଘରେ ରହି ଖ୍ରୀଷ୍ଟ ମାସ ପାଳନ କରିବାକୁ ସନ୍ଦେଶ ଦେଇଛନ୍ତି।
Advertisment
ପତ୍ରରେ ତିଆରି କରିଥିବା ଏହି ଶୁଭେଚ୍ଛା ବାର୍ତ୍ତାରେ ସାଣ୍ଟାଙ୍କ ଫଟୋ ରହିଛି। ଏଥିରେ କରୋନାକୁ ନେଇ ସଚେତନତା ବାର୍ତ୍ତା ମଧ୍ୟ ରହିଛି। ଯେଉଁଥିରେ ଘରେ ରହି ଖ୍ରୀଷ୍ଟମାସ ପାଳନ କର ବୋଲି ରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)