/odishatv-khabar/media/post_attachments/uploadimage/library/16_9/16_9_0/87021228_3067582293260963_5948508655325282304_n_1627107530.jpg)
87021228_3067582293260963_5948508655325282304_n
ପୁରୀ: ମହାଶିବରାତ୍ରିରେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହାଦେବଙ୍କ ୧୧ଟି ପ୍ରତିମା ପ୍ରଦର୍ଶନ କରାଯାଇଛି। ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡଆର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି।
Advertisment
/odishatv-khabar/media/post_attachments/wp-content/uploads/2020/02/86860274_3067582329927626_5363691975428014080_n.jpg)
ପ୍ରାୟ ୧୦ ଟନ୍ ବାଲିଲେ ଏହି କଳାକୃତି ନିର୍ମାଣ ହୋଇଛି। ୧୫ ଜଣ ଛାତ୍ରଛାତ୍ରୀ ଏହାକୁ ନିର୍ମାଣ କରିଛନ୍ତି।
/odishatv-khabar/media/post_attachments/wp-content/uploads/2020/02/87065398_3067582456594280_9214013603764502528_n.jpg)
ସେପଟେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବାଲୁକା ପ୍ରତିମୂର୍ତ୍ତି। ବାଲୁକା କଳା ମାଧ୍ୟମରେ ଦୀପ ଜଳାଇ ସେ ମାନବିକତାକୁ ପ୍ରଜ୍ୱଳିତ କରିବାକୁ ବାର୍ତ୍ତା ଦେଇଛନ୍ତି।
Advertisment
/odishatv-khabar/media/post_attachments/wp-content/uploads/2020/02/87287449_3067582399927619_8938083807790104576_n.jpg)
ଏହି ବାଲୁକା କଳା ୧୫ ଫୁଟ୍ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍ ବାଲି ବ୍ୟବହାର ହୋଇଛି। ବାଲୁକା କଳା ମାଧ୍ୟମରେ ସେ ସମସ୍ତଙ୍କୁ ମହାଶିବରାତ୍ରିର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)