/odishatv-khabar/media/post_attachments/uploadimage/library/16_9/16_9_0/congress-67_1626758122.jpg)
congress
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଆଜି କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି।
Advertisment
କଟକ ଜିଲ୍ଲା ସଭାପତି ପଦରୁ ହଟାଯିବା ସହ ବାରମ୍ବାର ଦଳୀୟ ନେତୃତ୍ୱ ତାଙ୍କୁ ଅପମାନିତ କରିଥିବା ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି। ଏନେଇ ସେ ପିସିସି ସଭାପତିଙ୍କୁ ଜଣାଇଥିଲେ ହେଁ କିଛି ଶୁଣାଯାଇ ନ ଥିବା ସେ ଉଲ୍ଲେଖ କରିଛନ୍ତି।
କଂଗ୍ରେସ ଦଳ ସହ ସେ ବିଗତ ୨୦ ବର୍ଷ ଧରି କାମ କରି ଆସୁଥିଲେ। ହେଲେ କଂଗ୍ରେସ ତାଙ୍କୁ ଅବହେଳା କରି ଆସୁଥିବା ସେ ଦର୍ଶାଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)