Advertisment

Ration Card Holders: ରାସନ କାର୍ଡଧାରୀଙ୍କୁ ଅଧିକ ୫ କେଜି ଚାଉଳ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ମିଳିବ

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏଣିକି ପାଇବେ ଅଧିକ ୫ କେଜି ଚାଉଳ। ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଏନେଇ ବିଧିବଦ୍ଧ ଭାବରେ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ପରିବାର ପିଛା ଅଧିକ 5 କିଲୋଗ୍ରାମ୍ ଚାଉଳ ଦେବାକୁ ରହିଛି ନିର୍ଦ୍ଦେଶ।

author-image
Manas Ranjan Mohanty
Ration Card Holders

Ration Card Holders Photograph: (OTV)

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏଣିକି ପାଇବେ ଅଧିକ ୫ କେଜି ଚାଉଳ। ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଏନେଇ ବିଧିବଦ୍ଧ ଭାବରେ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ପରିବାର ପିଛା ଅଧିକ 5 କିଲୋଗ୍ରାମ୍ ଚାଉଳ ଦେବାକୁ ରହିଛି ନିର୍ଦ୍ଦେଶ। ଏନେଇ 19 ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ଚିଠି ଲେଖାଯାଇଛି। ଏହା ପୂର୍ବରୁ 11 ଜିଲ୍ଲାର ଜିଲ୍ଲାପାଳଙ୍କୁ ଚାଉଳ ଯୋଗାଇ ଦେବାକୁ ବିଭାଗ ଚିଠି ଲେଖିଥିଲା। ତେବେ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଏହି ଚାଉଳ ମିଳିବ ବୋଲି ଚିଠିରେ ଉଲ୍ଲେଖ ରହିଛି। 

Advertisment

ରାସନ କାର୍ଡଧାରୀଙ୍କୁ ଅଧିକ ୫ କେଜି ଚାଉଳ
ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫ କେଜି ଚାଉଳ
ପରିବାର ପିଛା ମିଳିବ ଅଧିକ 5 କିଲୋଗ୍ରାମ୍ ଚାଉଳ 
ଏନେଇ 19 ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ଚିଠି
ପୂର୍ବରୁ 11 ଜିଲ୍ଲାକୁ ବିଭାଗ ଚାଳଉ ଯୋଗାଇ ଦେଇଥିବା ସୂଚନା
ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ

Advertisment
Related Articles
Advertisment