/odishatv-khabar/media/post_attachments/uploadimage/library/16_9/16_9_0/ctc-123_1626757430.jpg)
ctc
କଟକ(ବିବର୍ତ୍ତନ ପଣ୍ଡା): କଟକ ଚୌଦ୍ୱାର ଜେଲ୍ରେ ଜଣେ ଆଜୀବନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ କଟକ କେଶରପୁର ଅଞ୍ଚଳର ଶୁଭେନ୍ଦୁ ଦାସ ଓରଫ ଟନି।
Advertisment
କଟକ ଶେଖ୍ ବଜାରର କେଶବ ବେହେରା ଓରଫ୍ କେସିଆ ହତ୍ୟା ମାମଲାରେ ସେ ଗତ ୬ ବର୍ଷ ହେଲା ଜେଲ୍ରେ ଥିଲେ।
ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
Advertisment
ଅନ୍ୟପକ୍ଷରେ ପୁଅକୁ ଜେଲ୍ ଭିତରେ ହତ୍ୟା କରାଯାଇଥିବା ନେଇ ଟନିଙ୍କ ମାଆ ଅଭିଯୋଗ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)