/odishatv-khabar/media/post_attachments/uploadimage/library/16_9/16_9_0/ganjei_1626761145.jpg)
ganjei
ପଦ୍ମପୁର(ସୋମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ପଦ୍ମପୁର ପୁଲିସ୍ ପକ୍ଷରୁ ରେଡ୍ କରାଯାଇଥିଲା।
Advertisment
ପାଇକମାଲରୁ ୨୩୦ଟି କଫ୍ ସିରପ ବୋତଲ, ୭ କେଜିରୁ ଅଧିକ ଗଞ୍ଜେଇ ଏବଂ ୩ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)