Advertisment

Shops Selling Banned Manja Suta: ମାଞ୍ଜା ବିକୁଥିଲେ ସାବଧାନ, କେଉଁ ମୁହୂର୍ତ୍ତରେ ବି ଧରିପାରେ ପୋଲିସ

ଗୁଡ଼ି ଉଡ଼ାକୁ ନେଇ କଟକଣା ସହ ମାଞ୍ଜା ସୁତା ବ୍ୟାନ୍ ହୋଇଥିବା ବେଳେ ଯେଉଁମାନେ ଏହା ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ନିର୍ଦ୍ଦେଶ ରହିଛି।

author-image
Madhupriya Mistry
Manja Suta

Manja Suta Photograph: (OTV)

ଗୁଡି ଉଡାଉଥିବା ମାଞ୍ଜା ସୂତା ପାଇଁ ରାଜଧାନୀର ବିଭିନ୍ନ ଦୋକାନରେ ଚଢାଉ। କ୍ୟାପିଟାଲ ଥାନା ପକ୍ଷରୁ ୟୁନିଟ୍ ୱାନ୍ ହାଟରେ ଚଢାଉ କରାଯାଇଛି।

Advertisment

ଗୁଡ଼ି ଉଡ଼ାକୁ ନେଇ କଟକଣା ସହ ମାଞ୍ଜା ସୁତା ବ୍ୟାନ୍ ହୋଇଥିବା ବେଳେ ଯେଉଁମାନେ ଏହା ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ନିର୍ଦ୍ଦେଶ ରହିଛି। 

ଏହାପରେ ବିଭିନ୍ନ ସ୍ଥାନରେ ରେଡ୍ କରୁଛି କ୍ୟାପିଟାଲ ଥାନା ପୋଲିସ। ଗତକାଲି ବଡଗଡ଼ ଥାନା ଅଞ୍ଚଳରେ ରେଡ୍ ହୋଇଥିବା ବେଳେ ମାଞ୍ଜା ସୁତା ଲାଗି ପୋଖରୀପୁଟ ଅଞ୍ଚଳରେ ଜଣେ ଯୁବକ ଆହତ ହୋଇଥିଲେ।

Advertisment

ଭୁବନେଶ୍ୱର ଏକ ନମ୍ୱର ହାଟରେ ମାଞ୍ଜା ସୂତା ପାଇଁ ରେଡ୍
ଡିସିପିଙ୍କ ନିର୍ଦ୍ଦେଶରେ କ୍ୟାପିଟାଲ୍ ଥାନା ପକ୍ଷରୁ ଚଢାଉ
ମାଞ୍ଜା ସୂତା ବିକୁଥିବା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଗତକାଲି ମାଞ୍ଜା ସୂତା ଲାଗି ଗୁରୁତର ହୋଇଥିଲେ ଯୁବକ

Bhubaneswar Kite Thread Deadly Manja Chinese Manja
Advertisment
Related Articles
Advertisment