/odishatv-khabar/media/media_files/2025/10/31/nuapada-2025-10-31-17-25-22.jpg)
NUAPADA Photograph: (OTV)
ନୂଆପଡ଼ାରେ ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ । ଡ୍ୟୁଟିରେ ଥିବା ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ହୋଇଥିଲା ଚଢାଉ । ପ୍ରାୟ ୪୦ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ନୂଆପଡ଼ା ଖରିଆର୍ ରୋଡ୍ ରେ ପ୍ରୀତିରଞ୍ଜନ ରହୁଥିବା ଘରେ ରେଡ୍ କରାଯାଇଥିଲା । ଚଢାଉ ସମୟରେ ବିଜେଡି କର୍ମୀମାନେ ହୋହଲ୍ଲା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବିକ୍ଷୋଭ କରିଥିଲେ ବିଜେଡି ନେତା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର୍ ପ୍ରଚାରକ ଅଛନ୍ତି ପ୍ରୀତିରଞ୍ଜନ ଘଡ଼ାଇ ।
ନୂଆପଡ଼ାରେ ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ
ଡ୍ୟୁଟିରେ ଥିବା ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ରେଡ୍
ସାମିଲ ଥିଲେ ପ୍ରାୟ ୪୦ ପୋଲିସ କର୍ମଚାରୀ
ଖରିଆର୍ ରୋଡରେ ପ୍ରୀତିରଞ୍ଜନ ରହୁଥିବା ଘରେ ରେଡ୍
ବିଜେଡି କର୍ମୀଙ୍କ ହୋହଲ୍ଲା ଓ ବିକ୍ଷୋଭ
ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ବିକ୍ଷୋଭ ପ୍ରଦର୍ଶନ
ନୂଆପଡ଼ାରେ ବିଜେଡିର ଷ୍ଟାର୍ ପ୍ରଚାର ଅଛନ୍ତି ପ୍ରୀତିରଞ୍ଜନ
Tears of a Mother: ପୁଅ ପାଇଁ ବନ୍ଧା ପଡ଼ିଲା ରାସନ କାର୍ଡ, ଗୋଟିଏ ମାଆର ଦୁଃଖର କାହାଣୀ

Anla Navami 2025: ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ, ହେଲେ ଆପଣ ଜାଣନ୍ତି କି କାହିଁକି ହୁଏ ରାଧା ପାଦ ଦର୍ଶନ ?

ପବିତ୍ର ଅଁଳା ନବମୀ: କାହିଁକି ମହିଳାମାନେ ଅଁଳା ଗଛରେ ବାନ୍ଧିଥାନ୍ତି ନାଲି ସୂତା, ଜାଣନ୍ତୁ...

Bank Takes Over Property Of MLA’s Family: ଋଣ ସୁଝି ପାରିଲେନି ବିଧାୟକଙ୍କ ପରିବାର, ସମ୍ପତ୍ତିକୁ ଦଖଲକୁ ନେଲା ବ୍ୟାଙ୍କ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)