Advertisment

ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ

ସମ୍ବଲପୁର: ସମ୍ବଲପୁରରେ ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି।  ଲକ୍ଷ୍ମୀ ଟକିଜ ଛକ ନିକଟରେ ଗାଡ଼ି ଚେକିଂ ବେଳେ ଏଭଳି ସ୍ଥିତି ଉପୁଜିଛି। ବାଇକରେ ୩ ଜଣ ଯାଉଥିବାବେଳେ ଏମାନଙ୍କୁ ପୋଲିସ ଅଟକାଇଥିଲା।  ତେବେ ପୋଲିସ ଗାଡ଼ି ରୋକିବାରୁ ସ୍ଥାନୀୟ…

author-image
Abinash Pati
ଅଦ୍ୟତନ ହୋଇଛି
ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ

police-public

ସମ୍ବଲପୁର: ସମ୍ବଲପୁରରେ ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି।  ଲକ୍ଷ୍ମୀ ଟକିଜ ଛକ ନିକଟରେ ଗାଡ଼ି ଚେକିଂ ବେଳେ ଏଭଳି ସ୍ଥିତି ଉପୁଜିଛି। ବାଇକରେ ୩ ଜଣ ଯାଉଥିବାବେଳେ ଏମାନଙ୍କୁ ପୋଲିସ ଅଟକାଇଥିଲା।  ତେବେ ପୋଲିସ ଗାଡ଼ି ରୋକିବାରୁ ସ୍ଥାନୀୟ ଲୋକ ଏକାଠି ହୋଇଥିଲେ। ଏହାପରେ ପୋଲିସ ସହ ପାଟିତୁଣ୍ଡ, ଧସ୍ତାଧସ୍ତି ହୋଇଥିଲା। ଏହାର ସୁଯୋଗ ନେଇ ୨ ବାଇକ ଆରୋହୀ ଖସିଯାଇଥିଲେ କିନ୍ତୁ ପୋଲିସ ବାଇକ ଚାଳକଙ୍କୁ ଅଟକ ରଖିଛି।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
Advertisment