Advertisment

ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା

ଭୁବନେଶ୍ୱର; ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା। ବିଶ୍ୱସ୍ତରୀୟ ସ୍ଥାପତ୍ୟକଳା ଡିଜିନ୍ ମାଗାଜିନରେ ସ୍ଥାନ ପାଇଛି ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା। ଏହି ମାଗାଜିନରେ କୌଣସି ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ପ୍ରଥମ। ଆମ ଦେଶରେ ଥିବା ସମସ୍ତ ସରକାରୀ ବିଲଡିଂ ମଧ୍ୟରୁ ଓଡ଼ିଶା କୃଷି ଭବନ ଅନ୍ୟତମ ବୋଲି କୁହାଯାଇଛି।  ସମ୍ବଲପୁରର ଇକତ୍  ଡିଜାଇନ୍ ଏବଂ ଶାଢ଼ି ଭଳି ଏହି ବିଲ୍ଡିଂର ଡିଜାଇନ କରାଯାଇଛି। ବିଭିନ୍ନ ସ୍ଥାପତ୍ୟକୁ ନେଇ […]

author-image
Abinash Pati
ଅଦ୍ୟତନ ହୋଇଛି
ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା

sambalpur

ଭୁବନେଶ୍ୱର; ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା। ବିଶ୍ୱସ୍ତରୀୟ ସ୍ଥାପତ୍ୟକଳା ଡିଜିନ୍ ମାଗାଜିନରେ ସ୍ଥାନ ପାଇଛି ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା। ଏହି ମାଗାଜିନରେ କୌଣସି ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ପ୍ରଥମ।

Advertisment

Krushi Bhawan by Studio Lotus | 2020-03-03 | Architectural Record

ଆମ ଦେଶରେ ଥିବା ସମସ୍ତ ସରକାରୀ ବିଲଡିଂ ମଧ୍ୟରୁ ଓଡ଼ିଶା କୃଷି ଭବନ ଅନ୍ୟତମ ବୋଲି କୁହାଯାଇଛି।  ସମ୍ବଲପୁରର ଇକତ୍  ଡିଜାଇନ୍ ଏବଂ ଶାଢ଼ି ଭଳି ଏହି ବିଲ୍ଡିଂର ଡିଜାଇନ କରାଯାଇଛି। ବିଭିନ୍ନ ସ୍ଥାପତ୍ୟକୁ ନେଇ ଲଣ୍ଡନରେ ପ୍ରକାଶିତ ଡିଜିନ୍ ମେଗାଜିନ୍‌ରେ ଓଡ଼ିଶାର କୃଷି ଭବନ ସ୍ଥାନିତ ହୋଇଛି। ଏଥିସହ ଓଡ଼ିଶା ଯେଉଁଭଳି ଭାବେ ଲଗାତାର କୃଷି କର୍ମଣ ପୁରସ୍କାର ପାଇଆସୁଛି, ସେନେଇ ମଧ୍ୟ ମେଗାଜିନରେ ଉଲ୍ଲେଖ ରହିଛି।

Krushi Bhawan | Studio Lotus

Studio Lotus-designed Krushi Bhawan in Bhubaneshwar is a sterling ...

ROHA

Advertisment
Advertisment