/odishatv-khabar/media/post_attachments/uploadimage/library/16_9/16_9_0/kartikeswara-patra_1625262407.jpg)
kartikeswara-patra
ବାଲେଶ୍ୱର: ପୂର୍ବତନ ସାଂସଦ ଡକ୍ଟର. କାର୍ତ୍ତିକେଶ୍ୱର ପାତ୍ରଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି। ବାଲେଶ୍ୱରରୁ ଥରେ ସାଂସଦ ସହ ଭୋଗରାଇରୁ ତିନି ତିନିଥର ବିଧାୟକ ଥିଲେ କାର୍ତ୍ତିକେଶ୍ୱର ପାତ୍ର। ଏହା ସହିତ ଓଡ଼ିଆ ସାହିତ୍ୟ ଜଗତ ପ୍ରତି ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି।
Advertisment
୫୦ରୁ ଅଧିକ ନାଟକ, ଗଳ୍ପ ସଂକଳନ ଓ ଗବେଷଣାମୂଳକ ପୁସ୍ତକର ଲେଖକ ଭାବେ ସେ ବେଶ୍ ପରିଚିତ। ଡକ୍ଟର ପାତ୍ରଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/odishatv-khabar/media/post_attachments/wp-content/uploads/2020/10/kartika.jpg)
କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟ୍ବିଟ୍ କରି ଅତ୍ୟନ୍ତ ମର୍ମାହତ ବୋଲି ଲେଖିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ବିଟ୍ କରି ଶୋକ ପ୍ରକାଶ କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)