Advertisment

Disaster Preparedness: ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା

ମାଡ଼ି ଆସୁଛି ବାତ୍ୟା ମୋନ୍ଥା। ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର। ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଉନ୍ନୟନ କମିଶନର ଓ ଏସଆରସି ଉପସ୍ଥିତ।

author-image
Chinmayee Sahoo
Cyclone Review Meeting

Cyclone Review Meeting Photograph: (OTV)

ମାଡ଼ି ଆସୁଛି ବାତ୍ୟା ମୋନ୍ଥା । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର । ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଉନ୍ନୟନ କମିଶନର, ଏସଆରସିଙ୍କ ଉପସ୍ଥିତିରେ ପ୍ରସ୍ତୁତିର ଅନୁଧ୍ୟାନ କରାଯାଇଛି। ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଭିସିରେ ଉପସ୍ଥିତ ରହିଥିଲେ । 
ସେପଟେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ଆରମ୍ଭ ହୋଇ ଗଲାଣି ବର୍ଷା ଓ ପବନ । ଆସନ୍ତା ଦୁଇ ଦିନ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ସବୁ ପରିସ୍ଥିତିର ମୁକାବିଲା ପାଇଁ ତତ୍ପର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।

Advertisment

ଅଧିକ ଦେଖନ୍ତୁ:

•    ମାଡ଼ି ଆସୁଛି ବାତ୍ୟା ମୋନ୍ଥା
•    ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର
•    ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା
•    ଉନ୍ନୟନ କମିଶନର, ଏସଆରସି ଉପସ୍ଥିତ
•    ଭିସିରେ ଉପସ୍ଥିତ ଅଛନ୍ତି ଜିଲ୍ଲାପାଳ 
•    ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ
•    ଓଡ଼ିଶାରେ ଆରମ୍ଭ ହୋଇଗଲାଣି 
•    ୨୮ ଓ ୨୯ ତାରିଖରେ ବଡ଼ ବର୍ଷା
•    ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା

Cyclone
Advertisment
Advertisment