Advertisment

ଉମରକୋଟ ଆସିବେ ଅମିତ ଶାହ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନବରଙ୍ଗପୁର ଜିଲ୍ଲା ଉମରକୋଟ ଆସୁଛନ୍ତି। ଦଳୀୟ ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ପାଇଁ ସେ ପ୍ରଚାର କରିବେ। ଦିନ ସାଢ଼େ ଗୋଟାଏରେ ବିଜୁ ପଟ୍ଟନାୟକ ଷ୍ଟାଡିଅମରେ ସେ ସାଧାରଣ ସଭାକୁ ଉଦବୋଧନ ଦେବେ। ଏହି ସଭାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୁଲିସ୍‌ ଫୋର୍ସ ଓ ୧୦୦ ଜଣ ପୁଲିସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

author-image
Jyotsnamayee Pradhan
ଉମରକୋଟ ଆସିବେ ଅମିତ ଶାହ

amit

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନବରଙ୍ଗପୁର ଜିଲ୍ଲା ଉମରକୋଟ ଆସୁଛନ୍ତି। ଦଳୀୟ ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ପାଇଁ ସେ ପ୍ରଚାର କରିବେ।

Advertisment

ଦିନ ସାଢ଼େ ଗୋଟାଏରେ ବିଜୁ ପଟ୍ଟନାୟକ ଷ୍ଟାଡିଅମରେ ସେ ସାଧାରଣ ସଭାକୁ ଉଦବୋଧନ ଦେବେ। ଏହି ସଭାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୁଲିସ୍‌ ଫୋର୍ସ ଓ ୧୦୦ ଜଣ ପୁଲିସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

Advertisment
Advertisment