/odishatv-khabar/media/post_attachments/uploadimage/library/16_9/16_9_0/shoeb-aftab-1_1625220978.jpg)
shoeb-aftab
ଭୁବନେଶ୍ୱର: ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ। NEET ପରୀକ୍ଷାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଛାତ୍ର ସୋଏବ୍ ଅଫତାବ। ସେ ଏଥରର NEET ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଖାଲି ଟପ୍ପର ନୁହେଁ, ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ସୋଏବ। ଯାହା ରାଜ୍ୟ ପାଇଁ ଗୌରବର କଥା ନିଶ୍ଚୟ।
Advertisment
ମୋଟ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ। ୧୮ ବର୍ଷୀୟ ସୋଏବଙ୍କ ଘର ରାଉରକେଲା ଆଜାଦବସ୍ତିରେ। ସେ ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ NEET ଟପ୍ପର ହୋଇଥିବା ସୂଚନା ମିଳିଛି। ଏମିତିକି NEETରେ ୧୦୦% ମାର୍କ ରଖିବାରେ ମଧ୍ୟ ସୋଏବ ପ୍ରଥମ ବୋଲି କୁହାଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)