/odishatv-khabar/media/post_attachments/uploadimage/library/16_9/16_9_0/malkangiri-9001_1626758522.jpg)
malkangiri
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲାକାନଗିରିର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ୀଙ୍କ ବିରୋଧରେ ଅଭିଯୋଗ ଆସିଛି। ସେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତାଙ୍କୁ ରିଟର୍ଣ୍ଣି ଅଫିସର ନୋଟିସ୍ ଜାରି କରିଛନ୍ତି।
Advertisment
ବିନା ଅନୁମତିରେ ଶୋଭାଯାତ୍ରା କରିଥିବାରୁ ଉପଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ଏନେଇ ମାଲା ମାଢ଼ୀ କହିଛନ୍ତି,“ ମୋତେ ଯେଉଁ ନୋଟିସ୍ ଜାରି ହୋଇଥିଲା, ତାର ଉତ୍ତର ମୁଁ ରଖିଛି।”
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)