Advertisment

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା...

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୬୫୭, କଟକରୁ ୪୪୨, ବାଲେଶ୍ୱରରୁ ୨୨୬ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳ- ୨୧୭, ପୁରୀ- ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜ- ୧୬୨, ଯାଜପୁର ୧୫୩, ଝାରସୁଗୁଡ଼ାରୁ ୧୫୧,କୋରାପୁଟ- ୧୨୬, ସୁନ୍ଦରଗଡ଼- ୧୧୯, ନୟାଗଡ଼ରୁ ୧୧୫ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା- ୧୧୨, ସମ୍ବଲପୁର- ୧୧୦, କଳାହାଣ୍ଡି- […]

author-image
Abinash Pati
ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା...

coronavirus-odisha

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୬୫୭, କଟକରୁ ୪୪୨, ବାଲେଶ୍ୱରରୁ ୨୨୬ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଅନୁଗୁଳ- ୨୧୭, ପୁରୀ- ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜ- ୧୬୨, ଯାଜପୁର ୧୫୩, ଝାରସୁଗୁଡ଼ାରୁ ୧୫୧,କୋରାପୁଟ- ୧୨୬, ସୁନ୍ଦରଗଡ଼- ୧୧୯, ନୟାଗଡ଼ରୁ ୧୧୫ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା- ୧୧୨, ସମ୍ବଲପୁର- ୧୧୦, କଳାହାଣ୍ଡି- ୧୦୪ ଜଣ ସୁସ୍ଥ ହୋଇଥିବା ବେଳେ ବରଗଡ଼- ୯୭, ଷ୍ଟେଟ୍ ପୁଲ୍- ୯୧, ନବରଙ୍ଗପୁର- ୭୬, ଭଦ୍ରକ-୭୪ ସୁସ୍ଥ ହୋଇଛନ୍ତି।

Advertisment

ମାଲକାନଗିରିରୁ ମଧ୍ୟ ୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁବର୍ଣ୍ଣପୁର- ୭୦, ବଲାଙ୍ଗିର- ୬୮, କେନ୍ଦୁଝର-୫୫ ଜଣ ସୁସ୍ଥ ହୋଇଛନ୍ତି।

ନୂଆପଡ଼ା- ୪୯, ଢେଙ୍କାନାଳ- ୪୫, ଗଞ୍ଜାମ ଓ କନ୍ଧମାଳରୁ ୪୦ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ରାୟଗଡ଼ା- ୨୫, ବୌଦ୍ଧ- ୨୦, ଗଜପତି- ୧୫ ଓ ଦେବଗଡ଼ରୁ ୧୨ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୮୧୪୮୧ ସୁସ୍ଥ ହୋଇଛନ୍ତି

Advertisment
Advertisment