Advertisment

ଅତିବଡ଼ୀ ଜଗନ୍ନାଥ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି। ଚଳିତ ଥର କଥାକାର ରାମଚନ୍ଦ୍ର ବେହେରାଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଅତିବଡ଼ୀ ପୁରସ୍କାର ସହିତ ଅନ୍ୟ ୧୫ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ ସଂବର୍ଦ୍ଧନା ଦିଆଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଚି। ଏହି ବରିଷ୍ଠ ସାହିତ୍ୟିକମାନେ ହେଲେ- ଦେବେନ୍ଦ୍ର ଦାଶ, ଗିରିଜା ଶର୍ମା, ଅଶୋକ ପଟ୍ଟନାୟକ, ବାବାଜୀ ପଟ୍ଟନାୟକ, […]

author-image
Abinash Pati
ଅତିବଡ଼ୀ ଜଗନ୍ନାଥ ପୁରସ୍କାର ଘୋଷଣା

odia

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି। ଚଳିତ ଥର କଥାକାର ରାମଚନ୍ଦ୍ର ବେହେରାଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଅତିବଡ଼ୀ ପୁରସ୍କାର ସହିତ ଅନ୍ୟ ୧୫ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ ସଂବର୍ଦ୍ଧନା ଦିଆଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଚି।

Advertisment

ଏହି ବରିଷ୍ଠ ସାହିତ୍ୟିକମାନେ ହେଲେ- ଦେବେନ୍ଦ୍ର ଦାଶ, ଗିରିଜା ଶର୍ମା, ଅଶୋକ ପଟ୍ଟନାୟକ, ବାବାଜୀ ପଟ୍ଟନାୟକ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର ସ୍ୱରାଜ୍ୟଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ୱରୀ ମିଶ୍ର, ରାଧାବିନୋଦ ନାୟକ ଓ ମହେଶ୍ୱର ମୂଳିଆ ସଂବର୍ଦ୍ଧିତ ହେବେ।

Advertisment
Advertisment