/odishatv-khabar/media/media_files/2026/01/19/new-born-2026-01-19-18-42-15.jpg)
New Born Photograph: (OTV)
ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଅଭାବନୀୟ ଚିତ୍ର । ବାଥରୁମରେ ଶିଶୁକନ୍ୟାକୁ ଫୋପାଡି ମା' ଚମ୍ପଟ । ଗତକାଲି ସଂଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଥରୁମରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମାଆ ଫେରାର ହୋଇଯାଇଛି।
ତେବେ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଜରା ରୋଗୀ ୱାର୍ଡରେ କେହି ଜଣେ ମହିଳା ବାଥରୁମରେ ଶିଶୁକନ୍ୟାକୁ ଜନ୍ମ କରି ଛାଡ଼ି ପଳାଇଥିଲେ । ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ବାଥରୁମ ଯିବା ବେଳେ ନବଜାତ ଶିଶୁକୁ ଦେଖି ମେଡିକାଲ କର୍ମଚାରୀଙ୍କୁ ଅବଗତ କରିଥିଲେ ।
ପରେ ଏହି ଶିଶୁ କନ୍ୟାଟି ମୃତ୍ୟୁ ବରଣ କରିଥିଲା। ତେବେ ଶିଶୁର ମାଆକୁ ଠାବ କରାଯାଇନଥିବା ବେଳେ ଡ୍ୟୁଟିରେ ଥିବା କର୍ମଚାରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଚିତ୍ର
ବାଥରୁମରେ ଶିଶୁକନ୍ୟାକୁ ଫୋପାଡି ମା' ଚମ୍ପଟ
ନବଜାତ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା'କୁ ଠାବ କରାଯାଇନାହିଁ
Engineer’s Death Sparks Action: ସଫ୍ଟୱେର୍ ଇଞ୍ଜିନିୟରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର ଓ ଅନ୍ୟ ଅଧିକାରୀଙ୍କୁ ସୋକଜ୍ ନୋଟିସ୍

Shocking Road Accident: କାର୍ ଉପରେ ଚଢ଼ିଗଲା କାର୍, ହାଇ ସ୍ପିଡ୍ ହେଲା କାଳ

Viral AI Visuals Spark Buzz: ଜଗନ୍ନାଥଙ୍କ AI ଫଟୋ ଓ ଭିଡିଓ ଭାଇରାଲ, କ୍ରେନ୍ ଜରିଆରେ କାଳିଆ ଉପରେ ଢଳାଯାଉଛି କ୍ଷୀର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)