Advertisment

Viral AI Visuals Spark Buzz: ଜଗନ୍ନାଥଙ୍କ AI ଫଟୋ ଓ ଭିଡିଓ ଭାଇରାଲ, କ୍ରେନ୍ ଜରିଆରେ କାଳିଆ ଉପରେ ଢଳାଯାଉଛି କ୍ଷୀର

ଏଭଳି ଅବାସ୍ତବ ପରମ୍ପରାକୁ ନେଇ କରାଯାଇଥିବା ନକଲି ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ଭାବାବେଗରେ ଲାଗିଛି ଆଘାତ।

author-image
Tapan Swain
AI Video

AI Video Photograph: (OTV)

ସୋସିଆଲ ମିଡିଆରେ ଶ୍ରୀଜିଉଙ୍କ AI ଫଟୋ ଓ ଭିଡିଓ ଭାଇରାଲ। ଶ୍ରୀମନ୍ଦିର ଆଗରେ ଜଗନ୍ନାଥଙ୍କ ଉପରେ କ୍ରେନ୍ ଜରିଆରେ  ଢଳାଯାଉଛି କ୍ଷୀର। ଏଭଳି ଅବାସ୍ତବ ପରମ୍ପରାକୁ ନେଇ କରାଯାଇଥିବା ନକଲି ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ଭାବାବେଗରେ ଲାଗିଛି ଆଘାତ।

Advertisment

ପୂର୍ବରୁ ଶ୍ରୀଜିଉଙ୍କ ମନ୍ଦିର ଓ ମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେବା, ଶ୍ରୀମନ୍ଦିରୁ କ୍ୟାମେରା ପଶିବା ଆଦି ଘଟଣା ପରେ ଏବେ ସୋସିଆଲ ମିଡିଆରେ ଏ ଅବାସ୍ତବ ଦୃଶ୍ୟକୁ ନେଇ ମର୍ମାହତ ହୋଇଛନ୍ତି ମହାପ୍ରଭୁଙ୍କ ଭକ୍ତ।...

ଜଗନ୍ନାଥଙ୍କୁ ବି ଛାଡ଼ିଲେନି

ଜଗନ୍ନାଥଙ୍କ AI ଫଟୋ ଓ ଭିଡିଓ ଭାଇରାଲ
କ୍ରେନ୍ ଜରିଆରେ କାଳିଆ ଉପରେ ଢଳାଯାଉଛି କ୍ଷୀର
ଅବାସ୍ତବ ଦୃଶ୍ୟକୁ ନେଇ ଭକ୍ତଙ୍କ ଭାବାବେଗରେ ଆଘାତ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Advertisment

AI Lord Jagannath
Advertisment
Related Articles
Advertisment