Advertisment

ଭୁବନେଶ୍ୱରର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା; କମିବ ଟ୍ରାଫିକ୍‌ ସମସ୍ୟା

ଭୁବନେଶ୍ୱର: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା ହୋଇଛି। ୧୭/୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ନୂଆ ରାସ୍ତା ଖୋଲିଲେ ଅନେକ ମାତ୍ରାରେ ଟ୍ରାଫିକ୍ ସମସ୍ୟା କମିବ ବୋଲି କହିଛନ୍ତି ପୁଲିସ କମିଶନର। ଏଥିସହ ସେ କହିଛନ୍ତି, ଆମ୍ବୁଲାନ୍ସ ବାହାରିଲେ ଟ୍ରାଫିକ୍ ପୋଷ୍ଟରେ ମୁତୟନ କର୍ମଚାରୀ ପରବର୍ତ୍ତୀ ଟ୍ରାଫିକ୍ ପୋଲିସକୁ  ସୂଚନା ଦେବେ। […]

author-image
Abinash Pati
ଭୁବନେଶ୍ୱରର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା; କମିବ ଟ୍ରାଫିକ୍‌ ସମସ୍ୟା

ploce

ଭୁବନେଶ୍ୱର: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା ହୋଇଛି। ୧୭/୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ନୂଆ ରାସ୍ତା ଖୋଲିଲେ ଅନେକ ମାତ୍ରାରେ ଟ୍ରାଫିକ୍ ସମସ୍ୟା କମିବ ବୋଲି କହିଛନ୍ତି ପୁଲିସ କମିଶନର।

Advertisment

ଏଥିସହ ସେ କହିଛନ୍ତି, ଆମ୍ବୁଲାନ୍ସ ବାହାରିଲେ ଟ୍ରାଫିକ୍ ପୋଷ୍ଟରେ ମୁତୟନ କର୍ମଚାରୀ ପରବର୍ତ୍ତୀ ଟ୍ରାଫିକ୍ ପୋଲିସକୁ  ସୂଚନା ଦେବେ। ଆମ୍ବୁଲାନ୍ସ ପାଇଁ ଟ୍ରାଫିକ କ୍ଲିଅର କରିବାକୁ ଟ୍ରାଫିକ ପୋଲିସ ବ୍ୟବସ୍ଥା କରିବେ। ଏଥିସହ ଲୋକେ ସଚେତନ ହେବା ସବୁଠୁ ବଡ଼ କଥା। ଆମ୍ବୁଲାନ୍ସକୁ ଦେଖିବା ମାତ୍ରେ ଲୋକ ନିଜେ ବାଟ ଛାଡ଼ିଦେବା ଉଚିତ୍ ବୋଲି କହିଛନ୍ତି ପୋଲିସ କମିଶନର।

Advertisment
Advertisment