/odishatv-khabar/media/post_attachments/uploadimage/library/16_9/16_9_0/koraput-kotpad_1625443412.jpg)
koraput-kotpad
ଭୁବନେଶ୍ୱର: କୋରାପୁଟ କୋଟପାଡ଼ରେ ଆଦିବାସୀ ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଓଡ଼ିଶା ପୋଲିସ୍ ଡିଜିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ଜାତୀୟ ST କମିଶନ। ଘଟଣାର ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଲାଗି କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ୧୫ ଦିନ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
Advertisment
ଏହି ଘଟଣାକୁ ନେଇ ରାଜ୍ୟରେ ଅନେକ ତମ୍ବିତୋଫାନ ହୋଇଛି। ବିରୋଧୀ ମଧ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି। ପୁଲିସ କିନ୍ତୁ ଏହି ଘଟଣାରେ ଆତ୍ମହତ୍ୟା ରିପୋର୍ଟ ଦେଇଥିଲା। ଏହାପରେ ଘଟଣା ସମ୍ପର୍କରେ ST କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାଜ୍ୟ ବିଜେପି ନେତା ସୁକରା ଓରାମ। ବିଜେପି ନେତାଙ୍କ ଦୃଷ୍ଟି ଆକର୍ଷଣ ପରେ କମିଶନ ଏପରି ଚିଠି କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)