Advertisment

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଅଭିଯାନରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିଛନ୍ତି। ନବୀନ ପ୍ରଥମରେ ରାଇଘରରେ ପହଞ୍ଚି ସାଧାରଣ ସଭା କରିଛନ୍ତି। ରାଇଘର ସଭାରେ ସେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳେନି। ନିର୍ବାଚନ ସମୟ ଆସିଲେ, ସେମାନେ ଭୋଟ ମାଗିବାକୁ ଆସିଥାନ୍ତି।” କାଳିଆ ଯୋଜନାର ଲାଭ ସମସ୍ତେ ପାଇବେ ବୋଲି ନବୀନ କହିଛନ୍ତି। ନବୀନ ନବରଙ୍ଗପୁରରେ ପ୍ରଚାର […]

author-image
Jyotsnamayee Pradhan
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ

cmo

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଅଭିଯାନରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିଛନ୍ତି। ନବୀନ ପ୍ରଥମରେ ରାଇଘରରେ ପହଞ୍ଚି ସାଧାରଣ ସଭା କରିଛନ୍ତି। ରାଇଘର ସଭାରେ ସେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି।

Advertisment

ସେ କହିଛନ୍ତି,“ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳେନି। ନିର୍ବାଚନ ସମୟ ଆସିଲେ, ସେମାନେ ଭୋଟ ମାଗିବାକୁ ଆସିଥାନ୍ତି।”

କାଳିଆ ଯୋଜନାର ଲାଭ ସମସ୍ତେ ପାଇବେ ବୋଲି ନବୀନ କହିଛନ୍ତି। ନବୀନ ନବରଙ୍ଗପୁରରେ ପ୍ରଚାର ସାରି କୋରାପୁଟ ଗସ୍ତ କରିବେ। ନବୀନ ଜିଲ୍ଲାର କୋଟପାଡ଼, ବୈପାରୀଗୁଡ଼ା, ବୋରିଗୁମାରେ ରୋଡ୍ ସୋ’ ଏବଂ ସାଧାରଣ ସଭାରେ ଯୋଗଦେବେ।

Advertisment
Advertisment
Advertisment