/odishatv-khabar/media/post_attachments/uploadimage/library/16_9/16_9_0/ATM-1_1626761108.jpg)
ATM
ଯାଜପୁର(ଗୁଲାମ ଗସ୍): ଏଟିଏମ୍କୁ ତାଡ଼ି ନେଇ ଗଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚଣ୍ଡିଖୋଲ ନିକଟସ୍ଥ ଏଚ୍ଡିଏଫ୍ସି ବ୍ୟାଙ୍କର ଏଟିଏମ୍କୁ ଦୁର୍ବୃତ୍ତ ତାଡ଼ି ନେଇଛନ୍ତି।
Advertisment
ଆଜି ସକାଳେ ଏଟିଏମ୍ ମେସିନ୍ ନଥିବା ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ୍କୁ ଖବର ଦିଆଯାଇଥିଲା।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ତେବେ ଏଟିଏମ୍ରେ କେତେ ଟଙ୍କା ଥିଲା, ତାହା ସ୍ପଷ୍ଟ ହୋଇନିା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)