Advertisment

ଫୁଟପାଥ୍‌ରେ ଯୁବକଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନର ଫୁଟପାଥ୍‌ରେ ଶୋଇଥିବା ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣଙ୍କୁ ପଥରରେ ଛେଚି ଓ ଆଉ ଜଣଙ୍କୁ ବହ୍ଲାରେ ପିଟି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।  ତେବେ କ’ଣ ପାଇଁ ସେମାନଙ୍କ ଉପରେ ଆକ୍ରମଣ ହେଲା ତାହା ଜଣାପଡ଼ି ନାହିଁ।

author-image
Jyotsnamayee Pradhan
ଫୁଟପାଥ୍‌ରେ ଯୁବକଙ୍କୁ ଆକ୍ରମଣ

bbsr

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନର ଫୁଟପାଥ୍‌ରେ ଶୋଇଥିବା ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣଙ୍କୁ ପଥରରେ ଛେଚି ଓ ଆଉ ଜଣଙ୍କୁ ବହ୍ଲାରେ ପିଟି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି।

Advertisment

ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।  ତେବେ କ’ଣ ପାଇଁ ସେମାନଙ୍କ ଉପରେ ଆକ୍ରମଣ ହେଲା ତାହା ଜଣାପଡ଼ି ନାହିଁ।

Advertisment
Advertisment