Advertisment

Mauritius Man: ମରିସସରୁ ଟାଣି ଆଣିଛି ମାଟିର ମୋହ, ପୂର୍ବପୁରୁଷଙ୍କ ଠିକଣା ଖୋଜୁଛନ୍ତି

ପୂର୍ବପୁରୁଷଙ୍କ ଠିକଣା ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ। ବୈତରଣୀକୁ ଯାଇ ଅସ୍ଥି ବିସର୍ଜନ ସହ ପିଣ୍ଡଦାନ କଲେ ରାମରୂପ। ସାଙ୍ଗରେ ଆଣିଥିବା ନଥିପତ୍ର ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରଦାନ।

author-image
Chinmayee Sahoo
Mauritius Man

Mauritius Man Photograph: (OTV)

ମରିସସରୁ ଟାଣି ଆଣିଛି ମାଟିର ମୋହ । ଓଡ଼ିଶା ଆସି ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ । ଏହାରି ଭିତରେ ସେ ଯାଜପୁର ବୈତରଣୀକୁ ଯାଇ ସିଦ୍ଧେଶ୍ବର ଘାଟରେ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କରିଛନ୍ତି । ବର୍ଷ ବର୍ଷ ଧରି ରାମରୂପ ନିଜ ପୂର୍ବପୁରୁଷ ଓ ତାଙ୍କ ଜନ୍ମମାଟିକୁ ଖୋଜୁଥିଲେ ମଧ୍ୟ ଏଯାଏଁ ପାଇନାହାନ୍ତି । ଆସନ୍ତା ସପ୍ତାହେ ଯାଏଁ ସେ ଯାଜପୁରରେ ରହି ମାଆ ବିରଜାଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି ।

Advertisment

ଅଧିକ ଦେଖନ୍ତୁ:

•    ମରିସସରୁ ଟାଣି ଆଣିଛି ମାଟିର ମୋହ
•    ପୂର୍ବପୁରୁଷଙ୍କ ଠିକଣା ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ
•    ଓଡ଼ିଶା ରାମରୂପଙ୍କ ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ସୂଚନା
•    ବୈତରଣୀକୁ ଯାଇ ଅସ୍ଥି ବିସର୍ଜନ ସହ ପିଣ୍ଡଦାନ କଲେ ରାମରୂପ 
•    ସାଙ୍ଗରେ ଆଣିଥିବା ନଥିପତ୍ର ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରଦାନ
•    ୨୦୧୨ ମସିହାରୁ ଚଳିତଥରକୁ ମିଶାଇ ସେ ୪ ଥର ଓଡ଼ିଶା ଆସି ସାରିଲେଣି
•    ଏଯାଏଁ ପୂର୍ବପୁରୁଷଙ୍କ ସ୍ପଷ୍ଟ ଠିକଣା ପାଇପାରିନାହାନ୍ତି

Jajpur
Advertisment
Related Articles
Advertisment